କୋଚି: ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ସୋମବାର ଦିନ ନିଯୁକ୍ତି ପାଇଛନ୍ତି ସବ୍-ଲେଫନାଣ୍ଟ ଶିବାଙ୍ଗୀ ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
Indian Navy officials: Sub Lieutenant Shivangi today became the first naval women pilot as she joined operational duties in Kochi naval base. She will be flying the Dornier surveillance aircraft of the Indian Navy. https://t.co/2Atjwl8kal pic.twitter.com/biqfG9Ff3u
— ANI (@ANI) December 2, 2019
ବିହାରର ମୁଜାଫରପୁରରେ ଜନ୍ମିତ ଶିବାଙ୍ଗୀ ନୌସେନାର ଡ୍ରୋନିୟର୍ ସର୍ଭିଲେନ୍ସ ବିମାନ ଉଠାଇବେ ବୋଲି ସୂଚନା ମିଳିଛି । ଏହାବ୍ୟତିତ ସେ ଆଜି କୋଚି ନାଭାଲ୍ ବେସରେ ଅପରେସନାଲ୍ ଡ୍ୟୁଟିରେ ଯୋଗ ଦେଇଛନ୍ତି ।
ଏସମ୍ବନ୍ଧୀୟ ପ୍ରାଥମିକ ତାଲିମ ଶେଷ କରିବା ପରେ ସେ ୨୦୧୮ ମସିହାରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ ।
Comments are closed.