Latest Odisha News

BREAKING NEWS

ଜେଇଇ ମେନ ସେସନ୍-୨ ରେଜଲ୍ଟ ପ୍ରକାଶ, ଏପରି ଜାଣନ୍ତୁ ନିଜ ପରୀକ୍ଷା ଫଳ…

ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ ସେସନ୍‌-୨ର) ୨୦୨୫ ପରୀକ୍ଷା ଫଳ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ରଖି ଶୀର୍ଷ ସ୍ଥାନରେ ରହିଛନ୍ତି ।

ଛାତ୍ରଛାତ୍ରୀମାନେ www.jeemain.nta.ac.in ଓ୍ବେବସାଇଟକୁ ଯାଇ ନିଜ ପରୀକ୍ଷା ଫଳ ଯାଞ୍ଚ କରିପାରିବେ । ଗତ ଏପ୍ରିଲ ୨ରୁ ୮ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ୩୦୦ ସହରର ୫୩୧ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comments are closed.