Latest Odisha News

BREAKING NEWS

ବରିଷ୍ଠ OAS ଲଲାଟେନ୍ଦୁ ସାହୁ ଓଡ଼ିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ

ଭୁବନେଶ୍ବର: ବରିଷ୍ଠ OAS ଲଲାଟେନ୍ଦୁ ସାହୁ ଓଡ଼ିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି।

ବରିଷ୍ଠ OAS ଅଧିକାରୀ ଲଲାଟେନ୍ଦୁ ସାହୁଙ୍କୁ ଓଡ଼ିଶା ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କ ବ୍ୟକ୍ତିଗତ ସଚିବ ଭାବରେ ଚୟନ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଏ ନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ତେବେ ଏହା ପୂର୍ବରୁ ସେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (OTDC)ର ମହାପ୍ରବନ୍ଧକ ଭାବରେ କାର୍ଯ୍ୟରତ ଥିଲେ।

 

Comments are closed.