ଭୁବନେଶ୍ୱର: ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି ।
ସେହିପରି, ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧ ଲକ୍ଷ ୨ ହଜାର ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୩୦୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୩ ହଜାର ୪୬୦ ଟଙ୍କା ରହିଛି । ଗତକାଲି ୮୨ ହଜାର ୮୮୦ ଟଙ୍କା ଥିଲା । ଏଥିରେ ୫୮୦ ଟଙ୍କା ବୃଦ୍ଧି ହୋଇଛି ।
ଅନ୍ୟପଟେ, ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପ ଦାମ୍ ୧୪ ହଜାର ୨୦୦ ଟଙ୍କା ରହିଛି । ଗତକାଲି ୧୪ ହଦାର ୦୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।
Comments are closed.