Latest Odisha News

BREAKING NEWS

ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି; ଏନେଇ ବସିବ ବଡ଼ ବୈଠକ

ଭୁବନେଶ୍ବର: ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଏନେଇ ସୂଚନା ଜାରି କରିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ।

ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ ହେବ । କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି ।

ତେବେ ଏନେଇ ଆସନ୍ତା ୧୭ ତାରିଖରେ ବସିବ ବଡ଼ ବୈଠକ ।

Comments are closed.