ନୂଆଦିଲ୍ଲୀ: ଭାରତ ନେବ ପ୍ରତିଶୋଧ,ତଡ଼ା ଖାଇବେ ସବୁ ବାଂଲାଦେଶୀ । ବାଂଲାଦେଶରେ ହିନ୍ଦୁଙ୍କୁ ନୃଶଂସ ଭାବେ ଜାଳିଦେଲ, ଏବେ ତୁମ ପାଳି ଆସୁଛି । ହିନ୍ଦୁଙ୍କୁ ଯେମିତି ଘୋଷାଡ଼ି ଘୋଷାଡ଼ି ମାରିଛ ସେମିତି ଅବସ୍ଥା ଭାରତରେ ବାଂଲାଦେଶୀଙ୍କର ହେବ ।ଭାରତର ସରଳତା ଦେଖିଛ ଏବେ ତାଣ୍ଡବ ଦେଖିବ । ମୁଖ୍ୟମନ୍ତ୍ରୀ ଯୋଗୀ କହିଦେଲେ କିଛି ଏମିତି କଥା…ବାଂଲାଦେଶରେ ସୁରକ୍ଷିତ ନାହାନ୍ତି ହିନ୍ଦୁ ଭାରତରେ କିପରି ସୁରକ୍ଷିତ ରହିବେ ବାଂଲାଦେଶୀ । ଯେଉଁ ନିଆଁ ସେଠି ସେମାନେ ଲାଗାଇଛନ୍ତି ସେହି ପ୍ରତିଶୋଧର ନିଆଁରେ ଜଳି ମରିବେ ବାଂଲାଦେଶୀ । ଏବେ ଭାରତ ନେବ ପ୍ରତିଶୋଧ । ବାଲାଦେଶରେ ନୀରିହ ହିନ୍ଦୁ ଯୁବକ ଦିପୁ ଦାସକୁ ମାରିଦେବାକୁ ନୃସଂଶ ବାଂଲାଦେଶୀ ମୁସଲମାନଙ୍କ ହାତରେ ଟେକିଦେଇଥିଲା ପୋଲିସ । ନାଁ କେହି ବଞ୍ଚାଇଲେ ନା କେହି ବିରୋଧ କଲେ ହଜାର ହଜରା ଲୋକଙ୍କ ଆଗରେ ଜିଅନ୍ତା ଜାଳିଦେଲେ କାରଣ ସେ ଥିଲା ହିନ୍ଦୁ । ହିନ୍ଦୁ ମାନଙ୍କୁ ବାଂଲାଦେଶରେ କରାଯାଉଛି ପ୍ରତାରଣା ରାସ୍ତା, ଘାଟ ସବୁଠି ଦିଆଯାଉଛି ଅପମାନ ।
ଏସବୁ ପରେ ଏହାର ଉଚିତ ଯବାବ ଦେବ ଭାରତ । ଏହି ପ୍ରସଙ୍ଗକୁ ନେଇ ରାଗିଯାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ବାଂଲାଦେଶୀଙ୍କ ଉପରେ ବର୍ଷିଛନ୍ତି ଯୋଗୀ । ୟୁପି ବିଧାନସଭାରେ ବିରୋଧୀ ହିନ୍ଦୁ ଯୁବକଙ୍କ ହତ୍ୟା ପ୍ରସଙ୍ଗକୁ ବାଦ୍ ଦେଇଥିଲେ । ଯାହା ପରେ ହଠାତ୍ ରାଗିଯାଇଥିଲେ ଯୋଗୀ । ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ, ଯେତେବେଳେ ପାକିସ୍ତାନ ଏବଂ ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଏ, ସେତେବେଳେ ତୁମର ମୁହଁ ବନ୍ଦ ହୋଇଯାଏ, କାରଣ ମୃତକ ଜଣେ ହିନ୍ଦୁ। ସେଥିପାଇଁ ତୁମେ ଏ ପ୍ରସଙ୍ଗ ହିଁ ଉଠାଉନାହଁ । ଯଦି ଏବେ ଚୁପ ଅଛ ଯେତେବେଳେ ଆମେ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଲୋକଙ୍କୁ ଏଠାରୁ ବାହାର କରିଦେବୁ, ସେମାନଙ୍କ ସମର୍ଥନରେ ଆସନ୍ତୁ ନାହିଁ ସେତେବେଳେ ଏମିତି ଚୁପ ହୋଇ ବସନ୍ତୁ ।
ଆମ ନିଜ ଦେଶରେ ରହି, ଆପଣ ଆମ ନିଜ ଲୋକଙ୍କ ବିରୁଦ୍ଧରେ ସ୍ବର ଉଠାଉ ନାହଁନ୍ତି ଏବଂ ସେଠାରେ ନିର୍ଦ୍ଦୋଷ ହିନ୍ଦୁମାନଙ୍କୁ ନିର୍ଯାତନା ଦିଅନ୍ତି; ଏହା ଗ୍ରହଣୀୟ ହୋଇପାରିବ ନାହିଁ।ଗାଜା ଷ୍ଟ୍ରିପ୍ ଉପରେ ଲୁହ ଢାଳୁଛନ୍ତି କିନ୍ତୁ ଆମର ଜଣେ ହିନ୍ଦୁ ଯୁବକଙ୍କୁ ମାରିଦେଲେ ତାର ପ୍ରତିବାଦ ପାଇଁ କେହି ବାହାରୁ ନାହାନ୍ତି । କିନ୍ତୁ ଏବେ ଆମେ ଏହାର ପ୍ରତିଶୋଧ ନେବୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କୁ ରୋକିବୁ ଦେଶରୁ ଖୋଜି ଖୋଜି ସବୁ ବାଂଲାଦେଶୀଙ୍କୁ ଧକ୍କା ଦେି ବିଦା କରିବୁ । ଇଟାର ଯବାବ ପଥରରେ ଦେବୁ । ଭାରତର ପ୍ରତିଶୋଧ ନିଆଁରେ ଧ୍ବଂସ ହୋଇଯିବେ ବାଂଲାଦେଶୀ । ସେପଟେ ବାଂଲାଦେଶ ରେ ରହୁଥିବା ହିନ୍ଦୁ ମାନେ ଭାରତର ସହଯୋଗ ଲୋଡ଼ିଛନ୍ତି ନିଜ ଜୀବନ ବଞ୍ଚାଇବାକୁ ଭାରତକୁ ଅନୁରୋଧ କରିଛନ୍ତି । ଏପରି ସ୍ଥିତି ରେ ଏବେ ଭାରତର ଆଗାମୀ ଆକ୍ସନ କ’ଣ ହେବ ତାହା ଉପରେ ରହିଛି ନଜର ।