Latest Odisha News

BREAKING NEWS

Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ

ନୂଆଦିଲ୍ଲୀ : ୨୦୨୬ ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍। ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା। ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି।

ଏପ୍ରିଲ ୧, ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଘୋଷଣା କଲେ ଅର୍ଥମନ୍ତ୍ରୀ । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ଜୁଲାଇ ୩୧ ଯାଏଁ ଆୟକର ରିଟର୍ଣ୍ଣ ଭରିପାରିବେ ଲୋକ । ଆଇଟିଆର ୧, ଆଇଟିଆର ୨ ଲୋକ ଭରିପାରିବେ ରିଟର୍ଣ୍ଣ । ଏବେ ପାନ୍ ଜରିଆରେ ନିଜ ସଂପତ୍ତି ବିକି ପାରିବେ ଏନଆରଆଇ ।

Leave A Reply

Your email address will not be published.