କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆସନ୍ତା ମେ’ ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ ଜରିଆରେ ଆବେଦନ ଆମନ୍ତ୍ରଣ କରାଯାଇଛି। ନୂତନ ଓ ସେବାରତ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀମାନେ www.bseodisha.ac.in ୱେବ୍ସାଇଟ୍ରେ ଏଥିପାଇଁ ଆବେଦନ କରିପାରିବେ। ଅନଲାଇନ୍ ଲିଙ୍କ୍ ଆସନ୍ତା ୨୬ ତାରିଖରୁ ଏପ୍ରିଲ ୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଫି’ ପ୍ରଦାନ ଓ ଫର୍ମ ଦାଖଲ ଏପ୍ରିଲ ୯ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ କରାଯିବ। ମେ’ ୨୯ ତାରିଖ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପେପର୍-୧ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପେପର୍-୨ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୧୫ ତାରିଖରୁ ୱେବ୍ସାଇଟ୍ରେ ପ୍ରବେଶପତ୍ର ଉପଲବ୍ଧ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
BREAKING NEWS
- ପୁଣି ଟଙ୍କପାଣି ବ୍ରିଜ୍ରୁ ନଦୀକୁ ଡେଇଁଲେ ଯୁବକ
- Odisha Cabinet:ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବକୁ ଅନୁମୋଦନ; ସମୃଦ୍ଧ ଓଡିଶା ପାଇଁ ବଡ଼ ନିଷ୍ପତ୍ତି
- ଓଡ଼ିଶାକୁ ଏବେ ମିଳିବେନି ନୂଆ ଡିଜିପି! ୟୁପିଏସସି ପ୍ୟାନେଲ୍ ପ୍ରସ୍ତୁତି ଉପରେ କଟକଣା ଜାରି ରଖିଲେ ସୁପ୍ରିମକୋର୍ଟ
- ଆଧୁନିକ ଟ୍ରକ୍ ଟର୍ମିନାଲ୍ ନିମନ୍ତେ ଓଡ଼ିଶା ଓ IOCL ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- Odisha CM to Visit UAE:ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଦିନିଆ UAE ଗସ୍ତ;ପୁଞ୍ଜି ଆକର୍ଷଣ ପାଇଁ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା
- ଜମି ବିବାଦ ନେଲା ଭୟଙ୍କର ରୂପ: ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସପରିବାର ଆତ୍ମହତ୍ୟା ଉଦ୍ୟମ
- IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ହେଲେ ଡା. ବୃନ୍ଦା ଡି.
- DAC clears military capability boost:DAC ଦ୍ୱାରା ୧.୧ ଲକ୍ଷ କୋଟି ଟଙ୍କାର ସାମରିକ କ୍ଷମତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ; ୯୮% ସାମଗ୍ରୀ ଭାରତୀୟ ଶିଳ୍ପରୁ…
- ଜେଲରୁ କଏଦୀ ଫେରାର;ସଫେଇ କାମ ବେଳେ ଚମ୍ପଟ ମାରିଲେ…
- ଓଡ଼ିଶା ଟି୨୦ ଲିଗ୍ ୨୦୨୬ ସିଏମ ଟ୍ରଫି: ଚୂଡ଼ାନ୍ତ ଦଳ ଘୋଷଣା, ରାଇନା ଓ ଦେବାଶିଷ ବ୍ରାଣ୍ଡ୍ ଆମ୍ବାସାଡର

Comments are closed.