Latest Odisha News

BREAKING NEWS

ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ: ସନାତନ ବିଜୁଳି

ଭୁବନେଶ୍ୱର: ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ ବୋଲି ଶୂନ୍ୟକାଳରେ ବିଜେପି ବିଧାୟକ ସନାତନ ବିଜୁଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଆଗରେ ହସି ଦେଇ ପଛରେ ଛୁରୀ ମାରିବାରେ ମାହିର । ବିଜେଡ଼ି ଛିଡି ଛିଡି ଯାଉଛି । ଶେଷରେ କେବଳ ଦୁଇ ଜଣ ଥିବେ । ଆଉ ସବୁ ପଦ୍ମ ପୋଖରୀକୁ ପଳେଇ ଆସିଥିବେ ।
ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ । ସେ ଟଙ୍କା ଆସିଲା କେଉଁଠୁ । ଅର୍ଥ ହଡ଼ପ ପାଇଁ ଏ ଯୋଜନା । ବିଧାନସଭା ଚାଲିଲେ ଗୁମର ଖୋଲିଯିବ । ଯେଉଁଥିପାଇଁ ବିଧାନସଭା ଚଳାଇ ଦେଉନାହାନ୍ତି ବିରୋଧୀ ବୋଲି ସେ କହିଛନ୍ତି।

Leave A Reply

Your email address will not be published.