Latest Odisha News

BREAKING NEWS

Odisha Police:ଥାନାରୁ ଅଭିଯୁକ୍ତ ଚମ୍ପଟ୍‌ ଘଟଣାରେ ୩ ସସ୍‌ପେଣ୍ଡ୍; ଜଣେ ଏଏସ୍‌ଆଇ ସମେତ…

ଯାଜପୁର: ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଫେରାର ମାମଲାରେ ଜଣେ ASI ଓ ୨ କନଷ୍ଟେବଳ ସସପେଣ୍ଡ ହୋଇଛନ୍ତି । ଏସ୍‌ପି ଶ୍ରୀମଲ ଆଜି ଜଣେ ଏଏସ୍‌ଆଇ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ଖବରମୁତାବକ,ଏକ ଚୋରି ମାମଲାରେ ଗିରଫ ଅଭିଯୁକ୍ତ ଗତକାଲି ରାତିରେ ଥାନାରୁ ଫେରାର ହୋଇଯାଇଛି । ଫେରାର ଯୁବକ ଜଣକ ହେଲେ ଆଶିଷ ବେହେରା । ଅଭିଯୁକ୍ତକୁ ଧରିବା ପାଇଁ ବ୍ରହ୍ମବରଦା ପୋଲିସ ଉଦ୍ୟମ ଜାରି ରଖିଥିବାବେଳେ ଯାଜପୁର ରୋଡ଼ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.