ମୁମ୍ବାଇ: ରିିଲିଜ ହୋଇଛି ଅପକମିଂ ଫିଲ୍ମ ‘ମଲଙ୍ଗ’ର ଆଉ ଏକ ନୂଆ ଗୀତ । ଗୀତରେ ଅଭିନେତ୍ରୀ ଦିଶା ପାଟନୀ ନିଜ ସିଜଲିଂ ଲୁକ୍ରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଏଥିସହ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦେଖି ଫ୍ୟାନ୍ ମାନେ ତାଙ୍କ ଉପରେ ପୁରା ଫିଦା ହୋଇଯିବେ ।
ଏହା ଏକ ପାର୍ଟି ସଙ୍ଗ । ଏହି ଗୀତକୁ ବଲିଉଡ ସିଙ୍ଗର ଏସିସ୍ କୌର ଗାଇଛନ୍ତି । ଗୀତର ଲିରିକ୍ସ ଲେଖିଛନ୍ତି କୁନାଲ ବର୍ମା ଓ କମେଡିଆନ୍ ଭାରତି ସଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଏହାର ମ୍ୟୁଜିକ ଦେଇଛନ୍ତି ରାଜୁ ସିଂହ, କୁନାଲ ମେହେତା, ଚରଣ ସିଂହ ପଠାନିଆ ଓ ଅବ୍ନି ଥମାସ । ଗୀତଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ଏହାକୁ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ।
ମୋହିତ ସୁରିଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ମଲଙ୍ଗ’ ଆସନ୍ତା ଫେବୃଆରୀ ୭ ତାରିଖରେ ପରଦାକୁ ଆସିବ । ଏହି ଫିଲ୍ମର ଲିଡ୍ ରୋଲରେ ଆଦିତ୍ୟ ରାୟ କପୁର, ଦିଶା ପାଟନି, ଅନିଲ କପୁର ଓ କୁନାଲ ଖେମୁ ଅଛନ୍ତି ।
BREAKING NEWS
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
- ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ
- ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
Comments are closed.