ମୁମ୍ବାଇ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ ସିଙ୍ଗର ତଥା ର୍ୟାପର ବାଦଶାହ । ପଂଜାବ ଲୁଧିଆନାଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ବାଦ୍ଶାହ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ପୁରାପୁରି ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି।
ସୂଚନା ମୁତାବକ ବାଦଶାହ ପଂଜାବରେ ଏକ ଫିଲ୍ମର ସୁଟିଂ କରୁଛନ୍ତି । ତେବେ ସୋମବାର ସୁଟିଂ ପାଇଁ ଯିବା ବେଳେ ରାସ୍ତାରେ ହିଁ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ କ୍ୟାଂଟର, ଆର୍ମୀ ଟ୍ରକକୁ ଧକ୍କା ଦେବା ଫଳରେ ୫୦ରୁ ଅଧିକ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହି ସମୟରେ ବାଦଶାହଙ୍କ ଗାଡି ମଧ୍ୟ ସେଥିରେ ସାମିଲ ଥିଲା । ତେବେ ଦୁର୍ଘଟଣା ନେଇ ସିଙ୍ଗର ବାଦଶାହଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।
BREAKING NEWS
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ
- ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ
- ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍
- OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍ର ଛାତ,ଏକାଧିକ ଶ୍ରମିକ ଆହତ
- ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ
- ପିଏମ୍ ସୂର୍ଯ୍ୟ ଘର ଯୋଜନା: ରୁଫ୍ଟପ୍ ସୋଲାର୍ ଲଗାଇବାରେ ଦେଶରେ ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା
- ପାରାଦୀପ ବନ୍ଦରର ବିକାଶକୁ ନୂଆ ଉଡ଼ାଣ: ୪୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
- ମହାକାଶରେ ମିଳିଲା ‘ଦ୍ୱିତୀୟ ପୃଥିବୀ’: ସୁପର-ଆର୍ଥ ଜିଜେ୩୩୭୮ବିର ସନ୍ଧାନ
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍,୧୧ ଗେଟ୍ ଦେଇ ଜଳ ନିଷ୍କାସନ

Comments are closed.