ୟୁପି: ଉତ୍ତରପ୍ରଦେଶର ସୀତାପୁର୍ର ଏକ ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୀତାପୁରର କୋତବାଲି ଅଚଂଳର ଜଲାଲପୁରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନା ମୁତାବକ, ଆଜି ସକାଳୁ ସୀତାପୁର କୋତବାଲି ଅଂଚଳର ଜଲାଲପୁରର ଏକ ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ଫ୍ୟାକ୍ଟରୀରେ କାମ କରୁଥିବା ୭ ଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଛନ୍ତି । ସେହିପରି ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ଥିବା ଜଣାପହିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଉତେଜନା ପ୍ରକାଶ ପାଇଛି ।
BREAKING NEWS
- ପାର୍ବଣରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ
- ଅଷ୍ଟ୍ରେଲିଆରେ ଠେକୁଆଙ୍କ ଉପଦ୍ରବ: ସୁରକ୍ଷା ପାଇଁ ଓହ୍ଲାଇଲେ ତାଲିମପ୍ରାପ୍ତ କୁକୁର
- NCPI MPs To Join BJP:ବିଜେପିରେ ଯୋଗଦେବେ ୧୭ ଜଣ ବିଦ୍ରୋହୀ ଟିଏମସି ସାଂସଦ !
- ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ଦଳ ଆସିବ ଭାରତ
- ଦିଶା ସାଲିଅନ ମୃତ୍ୟୁ ମାମଲା; CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍ରେ
- ମାନସ ନାୟକଙ୍କୁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ୨୦୨୬ ପ୍ରଦାନ
- ଧାରଣାସ୍ଥଳରେ ଗଣେଶ ପୂଜା; ଆନ୍ଦୋଳନରତ ଯୋଗାଣ ସହାୟକ ବିଘ୍ନବିନାଶକଙ୍କୁ ଗୁହାରି…
- MMDR ପ୍ରସଙ୍ଗ; ଅର୍ଥନୈତିକ ଅବରୋଧ କରିବ ବିଜେଡି, ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଲା ବିଜେପି
- ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ
- ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ

Comments are closed.