ଫଟୋରେ ଫଟୋରେ…ଜନସମୁଦ୍ର ବଡ଼ଦାଣ୍ଡ ଓଡିଶାଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Jun 29, 2026 Share ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଉତ୍ସବ ମୁଖର ହୋଇଉଠିଛି ବଡ଼ଦାଣ୍ଡ। ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳିଛି। ଫଟୋରେ ଦେଖନ୍ତୁ… Share