ପୁରୀ: ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ସ୍ନାନଯାତ୍ରା । ଏହି ପବିତ୍ର ଦିନରେ ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ୧୦୮ କଳସର ପବିତ୍ର ଜଳରେ ସ୍ନାନ କରନ୍ତି ।ଓଡିଆ ପରମ୍ପରା ଅନୁଯାୟୀ, ଜନ୍ମ ପରବର୍ତ୍ତୀ ପ୍ରଥମ ସ୍ନାନର ପ୍ରତୀକ ମଧ୍ୟ। ତେଣୁ ଭକ୍ତଙ୍କ ପାଇଁ ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଆସ୍ଥା, ଭକ୍ତି ଓ ଭାବନାର ମହାପର୍ବ।
ଫଟୋରେ ଦେଖନ୍ତୁ ମହାପ୍ରଭୁଙ୍କ ସେହି ଦିବ୍ୟ ସ୍ନାନ…


