Latest Odisha News

BREAKING NEWS

ଆସନ୍ତାକାଲି ଓଡିଶା ଆସୁଛନ୍ତି ସୀତାରାମ ୟେଚୁରୀ

ଭୁବନେଶ୍ୱର: ସିପିଆଇ-ଏମର ମହାସଚିବ ସୀତାରାମ ୟେଚୁରୀ ଗୁରୁବାର ଦିନ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ସିଏଏ ଓ ଏନଆରସି ବିରୋଧି ସମ୍ମିଳନୀକୁ ସେ ସମ୍ବୋଧିତ କରିବା ନେଇ ଜଣାପଡିଛି ।

Leave A Reply

Your email address will not be published.