Latest Odisha News

BREAKING NEWS

ଲାଲ ସିଂ ଚଡ୍ଡାର ନୂତନ ପୋଷ୍ଟର ଶେୟାର କଲେ ଅମୀର

ମୁମ୍ବାଇ: ବଲିଉଡର ଷ୍ଟାର ଅମୀର ଖାଁଙ୍କ ନୂତନ ଫିଲ୍ମ ଲାଲ ସିଂ ଚଡ୍ଡା ୨୦୨୦ର ଏକ ବହୁ ପ୍ରତୀକ୍ଷିତ ଫିଲ୍ମ । ଭାଲେଂଟାଇନ ଡେ ଅବସରରେ କରୀନା ସହ ତାଙ୍କର ଏକ ପୋଷ୍ଟର ସୋସିଆଲ ନେଟୱର୍କିଂରେ ଅମୀର ଶେୟାର କରିଛନ୍ତି ।

ଏହି ଅବସରରେ ସେ କରୀନାଙ୍କୁ ହ୍ୟାପି ଭାଲେଂଟାଇନ ଡେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ତୁମ ସହିତ ସମସ୍ତ ଫିଲ୍ମରେ ମୁଁ ଅଭିନୟ କରିବାକୁ ଚାହୁଁଛି ବୋଲି ଲେଖିଛନ୍ତି । ଅମୀର ଏହି ଫିଲ୍ମରେ ଜଣେ ଶିଖ ଯୁବକର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.