ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଛି । ଆପ୍ର ବିଜୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଂଗ୍ରେସ ନେତା ମିଲିନ୍ଦ ଦେଓରା ପ୍ରଶଂସା କରିଛନ୍ତି । ହେଲେ ଏହାକୁ ସହ୍ୟ କରି ପାରିନାହାନ୍ତି କଂଗ୍ରେସର ଆଉ ଜେଣ ବରିଷ୍ଠ ନେତା ଅଜୟ ମାକେନ ।
ସୂଚନା ଯୋଗ୍ୟ ଯେ, ରବିବାର ଅରବିନ୍ଦ କେଜ୍ରିୱାଲ ଶପଥ ନେବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ସୁଅ ଛୁଟିଥିଲା । ଏହି କ୍ରମରେ କଂଗ୍ରେସ ନେତା ମିଲିନ୍ଦ ମଧ୍ୟ ଟ୍ୱିଟ୍ କରି ତାଙ୍କୁ ପ୍ରଂଶସା କରିଥିଲେ । ତେବେ ମିଲନ୍ଦ ଏହି ପ୍ରଂଶାସକୁ କଂଗ୍ରେସ ନେତା ଅଜୟ ମାକେନ ଗ୍ରହଣ କରିପାରିନାହାନ୍ତି । ସେ ତାଙ୍କ ଟ୍ୱିଟ୍ର ପାଲଟା ଜବାବ ଦେଇ କହିଛନ୍ତି, ଯଦି ଆପଣ ଦଳ ଛାଡିବାକୁ ଚାହୁଁଛନ୍ତି ତେବେ ଛାଡି ପାରନ୍ତି । ହେଲେ ଅଧା ଜାଣିଥିବା ସତ୍ୟକୁ ପ୍ରଚାର କର ନାହିଁ ବୋଲି କହିଛନ୍ତି ଅଜୟ ।
BREAKING NEWS
- ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ
- ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା
- ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା
- ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥୀପତ୍ର ?
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା