ଭୁବନେଶ୍ୱର: ଭୁବନେଶ୍ୱରରେ ରାସ୍ତା ନିର୍ମାଣ ବଳ ପୂର୍ବକ ଉଚ୍ଛେଦକୁ ବିରୋଧ । ଏହାକୁ ନେଇ ସାଲିଆ ସାହି ବସ୍ତି ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତା ନିର୍ମାଣକୁ ନେଇ ଶହ ଶହ ବସ୍ତି ବାସିନ୍ଦା ଏକାଠି ହୋଇ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଶୋଇ ରହି ସ୍କ୍ୱାର୍ଡ ଓ ପୋଲିସ ଗାଡିକୁ ମଧ୍ୟ ଅଟକାଇଥିବା ଜଣାପଡିଛି । ସିଆର୍ପି ଛକରୁ ଇନ୍ଫୋସିସ୍ ଭାୟା ସାଲିଆସାହି ଦେଇ ୨ଶହ ଫୁଟ୍ ରାସ୍ତା ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି । ତେବେ ଏହାକୁ ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା ବିରୋଧ କରିଛନ୍ତି । ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ଦିଆଯାଉ ବୋଲି ଦାବି କରିଛନ୍ତି ।
BREAKING NEWS
- ତାମିଲନାଡୁ ରାଜନୀତିରେ ‘ରିସର୍ଟ ପଲିଟିକ୍ସ’: ସମସ୍ତ ୫ କଂଗ୍ରେସ ବିଧାୟକ ହାଇଦ୍ରାବାଦ ସ୍ଥାନାନ୍ତର
- କୋଭିଡ୍ଠାରୁ କେତେ ଭୟଙ୍କର ହାନ୍ତାଭାଇରସ୍? ଜାଣନ୍ତୁ କିଭଳି ବ୍ୟାପେ ଏହି ସଂକ୍ରମଣ ଓ କ’ଣ କହୁଛି WHO
- ବାଲିଅନ୍ତା ପରେ ବାଲିପାଟଣାରେ ହତ୍ୟା;ଅଭିଯୁକ୍ତ ଗିରଫ
- ଏହା ଦେଶର ସବୁଠାରୁ ଦୀର୍ଘତମ ସଂଖ୍ୟାଲଘୁ ସରକାର ଥିଲା, ଯାହା ବହୁମତ ବିନା ୫ ବର୍ଷ ପୂରଣ କରିଥିଲା
- ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ ଓମ୍ଙ୍କ ବଡ଼ ଖୁଲାସା
- ପୁରୀକୁ ଜଗିବେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ, ଚଳାଚଳ କରିବ ୪୦୦ ଅଧିକ ଟ୍ରେନ୍
- Sharp Weapons Recovered:ଘରୁ ମିଳିଲା ୪,୦୦୦ ରୁ ଅଧିକ ଖଣ୍ଡା ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର;ମୋଟ ମୂଲ୍ୟ ୪୩ ଲକ୍ଷରୁ ଅଧିକ
- ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !
- ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗ: ମୋହନ ମାଝୀଙ୍କ ପରେ ଆଉ ଜଣେ ‘ଗୁରୁଜୀ’ ହେବେ ମନ୍ତ୍ରୀ
- ସମସ୍ୟାର ଅନ୍ତ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ ଥଲାପଥୀ
Comments are closed.