Latest Odisha News

BREAKING NEWS

ସରୋଗେସି ଦ୍ୱାରା କନ୍ୟା ସନ୍ତାନର ଜନନୀ ହେଲେ ଶିଲ୍ପା ସେଟ୍ଟୀ କୁନ୍ଦ୍ରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ କୁନ୍ଦ୍ରା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଝିଅର ନାଁ ସମୀଶା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି । ଶିଲ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଝିଅ ସମୀଶାଙ୍କ ଜନ୍ମ ୧୫ ଫେବୃଆରୀରେ ସରୋଗେସି ମାଧ୍ୟମରେ ହୋଇଛି ।

 

View this post on Instagram

 

|| Om Shri Ganeshaya Namah || Our prayers have been answered with a miracle… With gratitude in our hearts, we are thrilled to announce the arrival of our little Angel, ???????? ?????? ??????? Born: February 15, 2020 Junior SSK in the house? ‘Sa’ in Sanskrit is “to have”, and ‘Misha’ in Russian stands for “someone like God”. You personify this name – our Goddess Laxmi, and complete our family. ⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀ ~ Please bestow our angel with all your love and blessings??❤ ~ Ecstatic parents: Raj and Shilpa Shetty Kundra Overjoyed brother: Viaan-Raj Kundra . . . . . . . . . #SamishaShettyKundra? #gratitude #blessed #MahaShivratri #daughter #family #love

A post shared by Shilpa Shetty Kundra (@theshilpashetty) on

ଶିଲ୍ପା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିଜ ପ୍ରଂଶସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ ଏହି ଫଟୋରେ କୁନି ଝିଅର ଆଙ୍ଗୁଳି ଧରିଥିବା ଦେଖିବାକୁ ମିଳିଛି ।

Comments are closed.