Latest Odisha News

BREAKING NEWS

ଆରମ୍ଭ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ

ସିଡନୀ: ଏଠାକାର ଗ୍ରାଉଣ୍ଡରେ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଛି । ଉଦଘାଟନୀ ମୁକାବିଲାରେ ଭାରତ ଏବଂ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହୋଇଛନ୍ତି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

ରିପୋର୍ଟ ହସ୍ତଗତ ହେଲବେଳକୁ ଭାରତ ୪ ଓଭରରେ କୌଣସି ଉଇକେଟ ନ ହରାଇ ୪୦ ରନ ସଂଗ୍ରହ କରି ନେଇଛି । ଶେଫାଳି ବର୍ମା ୨୯ ଓ ସ୍ମୃତି ମାନ୍ଧୱା ୧୦ ରନ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.