ଭୁବନେଶ୍ୱର: ବିଧାନସଭାରେ ମଙ୍ଗଳବାର ଦିନ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି ।
ଧାନ ମଣ୍ଡିରେ ଧାନ ପଡ଼ିରହିଥିବା ନେଇ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି।
ଏ ନେଇ ବାଚସ୍ପତି ମଙ୍ଗଳବାର ଦିନ ୧୧ ଟା ୩୦ ଯାଏଁ ଗୃହକୁ ମୁଲତବି ରଖିଛନ୍ତି।
BREAKING NEWS
Comments are closed.