ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କୁ ସାକ୍ଷାତ କରିଛନ୍ତି । କୋର୍ଟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏଚ୍-୧ ଏନ୍-୧ ଭାଇରସ ତଥା ସ୍ୱାଇନ୍ ଫ୍ଲୁ ପ୍ରତିରୋଧକ ଟୀକା ଦେବା ବ୍ୟବସ୍ଥା କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ପ୍ରଧାନ ବିଚାରପତି ଏସ୍ଏ ବୋବଡେ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ଅନ୍ୟ ବିଚାରପତିଙ୍କୁ ଡାଇକ ଏ ସଂକ୍ରାନ୍ତରେ ଏକ ଜରୁରୀକାଳିନ ବୈଠକ କରିଛନ୍ତି । ଏଥିରେ ସ୍ୱାଇନ୍ ଫ୍ଲୁର ମୁକାବିଲା ପାଇଁ ଆଲୋଚନା ହୋଇଛି । ଅନ୍ୟପଟେ ସୁପ୍ରିମକୋର୍ଟ ବାର୍ କାଉଂସିଲ୍ର ସଭାପତିଙ୍କୁ ମଧ୍ୟ ଡକାଇ ତାଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି ।
BREAKING NEWS
- ଜେଲ୍ରୁ ମୁକୁଳିବେନି ଦାରା ସିଂ ! ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ
- ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ
- ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା
- ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର
- ୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…
- ଏଥିପାଇଁ ଓଡିଶାର ୧୦୬ ଏକର ଜମି ନେବ ଆନ୍ଧ୍ର !
- ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧି
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

Comments are closed.