ନୂଆଦିଲ୍ଲୀ: ଧାରଣାରେ ମୃତ ହେଡ କନେଷ୍ଟବଳଙ୍କ ପରିବାର । ରତନଲାଲଙ୍କୁ ‘ସହିଦ’ର ମାନ୍ୟତା ଦିଆଯାଉ ବୋଲି ତାଙ୍କ ପରିବାର ଲୋକେ ଦାବି କରିଛନ୍ତି । ଦିଲ୍ଲୀରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀ ପାଇଁ ଲାଗି ରହିଥିବା ହିଂସାରେ ସୋମବାର ହେଡ଼ କନେଷ୍ଠବଳ ରତନଲାଲଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ ଶରୀରକୁ ତାଙ୍କୁ ପୈତୃକ ଘରକୁ ନିଆଯାଇଛି ।
ଏହି ସମୟରେ ତାଙ୍କ ପରିବାର ଲୋକେ ପରିଜନ ରାସ୍ତାରେ ଧାରଣାରେ ବସିଛନ୍ତି । ରତନଲାଲଙ୍କୁ ସହିଦର ମାନ୍ୟତା ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଏଥିସହ ତାଙ୍କ ରତନଲାଲଙ୍କ ପିଲାଙ୍କୁ ମାଗଣା ଶିକ୍ଷାଦାନ କରିବାକୁ ପାଇଁ ମଧ୍ୟ ଦାବି ହୋଇଛି । ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତି ରତନ ଲାଲଙ୍କ ଅନ୍ତିମ ସଂସ୍କାର କରିବେନି ବୋଲି ସେମାନେ ଧମକ ଦେଇଛନ୍ତି । ପରିବାର ସହ ରତନଲାଲଙ୍କ ଗାଁ ଲୋକ ମଧ୍ୟ ଏହି ଧାରଣାକୁ ଓହ୍ଲାଇଛନ୍ତି । ରାଜସ୍ଥାନ ପୋଲିସର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଂଚି ପରିବାର ସହ ଗାଁ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଧାରଣାରୁ ହଟି ରତନଲାଲଙ୍କ ଅନ୍ତିମ ସଂସ୍କାର କରାଯାଉ ବୋଲି ମଧ୍ୟ କହିଛନ୍ତି । ହେଲେ ସହିଦର ମାନ୍ୟତା ପାଇଁ ଅଡ଼ି ବସିଛନ୍ତି ପରିବାର ଲୋକ ।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.