ନବରଙ୍ଗପୁର: ଶ୍ରମିକ ସାଜିଲେ ବିଡିଓ । ଗୃହ ନିର୍ମାଣ ପାଇଁ ହାତରେ ଧରିଲେ କୋଡି କୋଦାଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ନଜେ ଶ୍ରମିକ ସାଜିଲେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ । ନବରଙ୍ଗପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଗୃହ ନିର୍ମାଣ ପାଇଁ ଶ୍ରମିକ ଭାବେ କାମ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।
ସୂଚନା ଅନୁସାରେ, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପିପାଲପଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ, ଶ୍ରମିକଙ୍କ ଅନୁପସ୍ଥିତି ଯୋଗୁଁ ଗୃହ ନିର୍ମାଣ କାମ ଶେଷ କରିପାରିନଥିଲେ । ବିଡିଓ ଏହି ବିଷୟରେ ଜାଣିବା ପରେ ସ୍ଥାନୀୟ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଗାଁରେ ପହଂଚି ସେଠାରେ ଯୋଗାଣ ସହାୟକଙ୍କ ସହ ମିଶି ଶ୍ରମିକ ଭଳି କାମ କରିଥିଲେ । ବିଡିଓ ଧର୍ମରାଜ ମାଝୀଙ୍କ ଏହି କାମ ସମସ୍ତଙ୍କ ହୃଦୟ ଜିତିବା ସହ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
BREAKING NEWS
- ଗ୍ରାମୀଣ କ୍ରୀଡ଼ା ବିକାଶ କାର୍ୟ୍ୟକ୍ରମ: ସୁନ୍ଦରଗଡ଼ରେ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ ସାମିଲ
- FCNR ଡିପୋଜିଟ୍ କ’ଣ? NRIଙ୍କଠାରୁ ଆସୁଥିବା ଏହି ଅର୍ଥ କିପରି ଟଙ୍କାର ମୂଲ୍ୟ ବୃଦ୍ଧି କରେ
- ସେପ୍ଟେମ୍ବର ୨ ରେ ସରିବ SIR ପ୍ରକ୍ରିୟା, ୬ରେ ଚୂଡ଼ାନ୍ତ ତାଲିକା
- ପାଣିରେ ଭାସିଗଲା ୫ କୋଟିର ପ୍ରକଳ୍ପ: ପ୍ରଥମ ବନ୍ୟାରେ ଖୋଲିଗଲା ବିକାଶର ପୋଲ୍, କିଏ ଖାଇଲା ଟଙ୍କା?
- କାଳିଆର ବାହୁଡ଼ା ଯାତ୍ରାରେ ସାଜିବ କି ବାଧକ ବର୍ଷା? ପୁରୀ ସମେତ ସାରା ଓଡ଼ିଶାରେ ହାଇ-ଆଲର୍ଟ
- ଟିକିଏ ଆଖି ଲାଗିଗଲା, ଆଉ ତା’ପରେ… ଖଣ୍ଡଗିରି ଓଭରବ୍ରିଜ୍ରେ ଭୟଙ୍କର ସଡ଼କ ଦୁର୍ଘଟଣା
- ଦିଲ୍ଲୀରୁ ଆସିଲା ବଡ଼ ଖବର: ଅଗଷ୍ଟ ୩ରୁ ଓଡ଼ିଶାରେ ରାଷ୍ଟ୍ରପତି, ଟ୍ରେନ୍ ଯାତ୍ରା ପାଇଁ ଷ୍ଟେସନରେ ହାଇ-ଆଲର୍ଟ!
- Odisha Vigilance: ଲାଞ୍ଚ ନେବା ସମୟରେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ
- ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବଡ ଆଶ୍ବସ୍ତି, ସିଧା ସଳଖ ଆକାଉଣ୍ଟକୁ ଯିବ କ୍ଷତିପୂରଣ ରାଶି
- ଭିସୁଟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ; ହଷ୍ଟେଲ ସମସ୍ୟା, ନିମ୍ନମାନର ଖାଦ୍ୟ ନେଇ ବିକ୍ଷୋଭ
Comments are closed.