ବ୍ୟାଙ୍କକ: ଥାଇଲାଣ୍ଡ ଜଙ୍ଗଲରେ ଏବେ ଚାଲିଛି ବିଭିନ୍ନ ଦେଶର ମିଳିତ ୱାରଗେମ୍ ଏକ୍ସରସାଇଜ । ଏହା ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହି ଟ୍ରେନିଂରେ ସୈନ୍ୟମାନଙ୍କୁ ବହୁ କଷ୍ଟସାଧ୍ୟ ପ୍ରଶିକ୍ଷଣ ନେବାକୁ ପଡିଥାଏ ।
ବିପଦପୂର୍ଣ୍ଣ ପରିବେଶରେ ଜଙ୍ଗଲ ମଧ୍ୟରେ ବଂଚିବା ଏଠାରେ ଶିକ୍ଷା ଦିଆଯାଏ । ସାପ, ବିଛା, ଏଣ୍ଡୁଅ, ଜୋକ ପରି ଜନ୍ତୁମାନଙ୍କୁ ଖାଇବାକୁ ପଡିଥାଏ । ନାଗସାପ ରକ୍ତ ଓ ବଣ କୁକୁଡାକୁ ଛିଡାଇ କଂଚା ଚୋବାଇବାକୁ ପଡିଥାଏ ।
ଯଦି ପାଣି ନ ମିଳିଲା ତେବେ ସାପର ରକ୍ତ ବଂଚାଇବାରେ ସହାୟ ହେବ । ଏହି ପ୍ରଶିକ୍ଷଣରେ ୯୬୦୦ ସୈନ୍ୟ ଯୋଗ ଦେଇଥିଲେ ।ସେମାନଙ୍କ ସହିତ ଜାପାନ, ଥାଇଲାଣ୍ଡ, ଚାଇନା, ଭାରତ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଓ ମାଲେସିଆ ସୈନ୍ୟ ମଧ୍ୟ ଯୋଗ ଦେଇଥିଲେ । ଅନେକ ସୈନ୍ୟ ଏହି ପ୍ରଶିକ୍ଷଣକୁ ପୂରା କରିପାରନ୍ତି ନାହିଁ ।
BREAKING NEWS
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
- ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ହ୍ୱାଟ୍ସଆପ୍ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା ଘୁଞ୍ଚିଲା
- ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ
- ଗୋପାଳପୁର ଡପଲର ରାଡାର ପୁଣି ଅଚଳ: ୨୨ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା
- ୨୦ତମ ଏସୀୟ କ୍ରୀଡ଼ାର ଶୁଭାରମ୍ଭ: ମନୁ ଭାକର, ପୱନ ସେହରାୱତ କଲେ ଭାରତୀୟ ଦଳର ନେତୃତ୍ବ
- କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ
- ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ

Comments are closed.