ନୂଆଦିଲ୍ଲୀ: କରୋନା ଭାଇରସର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ତେବେ ଭାରତରେ କରୋନା ଭାଇରସର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ତେଲଙ୍ଗାନାରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ତେବେ ଏହାକୁ ନେଇ ଦିଲ୍ଲୀ ନଏଡାର ଏକ ସ୍କୁଲରେ ଆତଙ୍କ ଖେଳିଯାଇଛି । ସ୍କୁଲରେ ପଢ଼ୁଥିବା ଜଣେ ପିଲା ଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଥିବା ଯୋଗଁ ସ୍କୁଲକୁ ୩ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ସ୍କୁଲ ପ୍ରଶାସନ ।
ସେପଟେ ଖବର ପାଇ ସ୍ୱାସ୍ଥ୍ୟ ବିଭାର ଏକ ଟିମ୍ ସ୍କୁଲରେ ପହଂଚି ଦୁଇ ଜଣଙ୍କ ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରି ଯାଂଚ ପାଇଁ ପଠାଇଛି । ସଂକ୍ରମିତ ସନ୍ଦେହ ଥିବା ପିଲାଟିର ବାପା କରୋନା ଭାଇରସରେ ପୀଡିତ ଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ପୀଡିତ ପିଲାର ବାପା ଇଟାଲୀରୁ ଫେରିଛନ୍ତି ।
BREAKING NEWS
- ବୟଫ୍ରେଣ୍ଡକୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ, କଲ୍ ଚାଲିଥିଲା ୨୩ ମିନିଟ୍
- ଅଶାନ୍ତ ସମୁଦ୍ର; ପାରାଦୀପ ବନ୍ଦରରେ ଆଶ୍ରୟ ନେଲା ଆନ୍ଧ୍ରର ୨୮ ମାଛଧରା ଟ୍ରଲର
- Mirabai Chanu Wins Silver Medal:ମୀରାବାଇ ରୌପ୍ୟ ପଦକ ଜିତି ରଚିଲେ ଇତିହାସ; ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା…
- ଆସିଲା ନୂଆ ନିୟମ; ଏଣିକି ଜାଣିପାରିବେ ଆପଣଙ୍କ ଟୁଥପେଷ୍ଟ, ସାବୁନ ଓ ସାମ୍ପୁ ନିରାମିଷ କି ଆମିଷ…
- Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!
- ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
- JAWAN DEAD: ଛୁଟିରେ ଆସିବା ହେଲା କାଳ
- Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର ଭାଇରାଲ୍ ଭିଡିଓକୁ ନେଇ ହଇଚଇ…
- ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…
- ପ୍ରବଳ ବର୍ଷା ଆଶଙ୍କା; ବଲାଙ୍ଗୀର ସମେତ ଏସବୁ ଜିଲ୍ଲାରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

Comments are closed.