ମୁମ୍ବାଇ:ଚର୍ଚ୍ଚାରେ ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି । ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଆଗାମୀ ଫିଲ୍ମ “ଫାଇଟର”ର ସୁଟିଂ କରୁଛନ୍ତି । ଏହାରି ଭିତରେ ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ବିଜୟ ଅନନ୍ୟାଙ୍କୁ କୋଳେଇ ଧରିଥିବା ଦେଖିବାକୁ ମିଳିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ଏହି ଫଟୋକୁ ନେଇ ଦୁଇ ଜଣଙ୍କ ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ କମେଂଟ ମଧ୍ୟ ଦେଇଛି । ଜଣେ ଫ୍ୟାନ୍ସ ବିଜୟ-ଅନନ୍ୟାଙ୍କ ନାଁକୁ ମିଶାଇ ‘ଆନାକୋଣ୍ଡା’ ନାଁ ଦେଇଛନ୍ତି । ଫାନ୍ସଙ୍କ ଏହି ନାଁକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବରୁ ମଧ୍ୟ ଏ ଦୁଇ ଜଣଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅନନ୍ୟା ବିଜୟଙ୍କ ସହ ଏକ ବାଇକ ଉପରେ ବସିଥିଲେ ।
BREAKING NEWS
- ଇନ୍ଧନ ସଙ୍କଟ; ଏହି ରୁଟରେ ବିମାନ ଉଡାଣ ହ୍ରାସ କରିବ ଏୟାର ଇଣ୍ଡିଆ
- ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା, ଜାଣନ୍ତୁ କାହିଁକି…
- Medical Negligence: ଛାତି ବିନ୍ଧୁଥିଲା… ଦେଇ ଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ
- ରାଜ୍ୟରେ ଦିନକ ପାଇଁ ବନ୍ଦ ରହିବ ଔଷଧ ଦୋକାନ
- ଚାଲିଛି କି ଜ୍ୟୋତିଷ ରିକି ରାଧାନଙ୍କ ଖରାପ ସମୟ; ୨୪ ଘଣ୍ଟା ମଧ୍ୟରେ ନିଯୁକ୍ତି ବାତିଲ କଲେ ବିଜୟ ସରକାର
- Super El Niño: ପୁଣି ଫେରିବ କି ମହାବିନାଶ? ୧୪୦ ବର୍ଷ ପୂର୍ବେ ଜାଳି ଦେଇଥିଲା କୋଟି କୋଟି ଜୀବନ…
- OTET 2026: ଜୁନ୍ ୨୧ରେ OTET;ଏହି ତାରିଖରୁ ମିଳିବ ଆଡ୍ମିଟ୍ କାର୍ଡ
- ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ, ବାଜି ମାରିଲେ ଛାତ୍ରୀ
- ପଛରୁ ଧକ୍କା ଦେଲା ଆମ ବସ୍; ଜଣେ ଆହତ
- ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି
Comments are closed.