ନୂଆଦିଲ୍ଲୀ: ଲୋକଙ୍କୁ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜନଔଷଧୀ ଯୋଜନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରାଦେଶରେ ୬ ଜହାର ଜନଔଷଧୀ କେନ୍ଦ୍ର ଖୋଲାଯାଇଛି । ଏହି ସବୁ କେନ୍ଦ୍ରରେ ୫୦ରୁ ୭୦ ପ୍ରତିଶତ ଯାଏଁ ଶସ୍ତାରେ ଔଷଧ ମିଳୁଥିବା ନେଇ କହିଛନ୍ତି ମୋଦୀ ।
ଆଜି ଜନଔଷଧୀ ଯୋଜନାର ହିତାଧିକାରୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ ସିଧାସଳଖ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ,ସବୁ ଗରିବ ଯେପରି ସୁଲଭ ଦରରେ ଔଷଧ ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି । ହିତାଧିକାରୀଙ୍କ ସହ ଆଲୋଚନା ସମୟ ମୋଦୀ ଭାବୁକ ହୋଇ ଯାଇଛନ୍ତି ।
BREAKING NEWS
- ୨୦ପଞ୍ଚାୟତର ସ୍ୱାସ୍ଥ୍ୟସେବା ଜଣେ ଫାର୍ମାସିଷ୍ଟ ଓ ଦୁଇ ନର୍ସଙ୍କ ଭରସାରେ…
- ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଘଣ୍ଟିଆ ମାରାଥନ ବୈଠକ
- ଫିଫା ବିଶ୍ୱକପ ପାଇଁ ରାତି ୩ଟାରେ ଡେଟରେ ଯିବାକୁ ରାଜି ୯୩ ପ୍ରତିଶତ ଭାରତୀୟ
- ଆଧାର ଲିଙ୍କ୍ ନକଲେ ମିଳିବନି ଭତ୍ତା: ବଦଳିଲା ପେନସନ୍ ନିୟମ, ଚିନ୍ତାରେ ୩.୩୫ ଲକ୍ଷ ହିତାଧିକାରୀ
- ସ୍କୁଲ ବହିରେ ବିବାଦ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ସରଗରମ ହେଲା ରାଜ୍ୟ ରାଜନୀତି
- ନକଲି ସିବିଆଇ ଅଫିସର ବେଶରେ ‘ଡିଜିଟାଲ୍ ଆରେଷ୍ଟ’ ଠକେଇ: ମୁମ୍ବାଇରୁ ଦୁଇ ସାଇବର ଲୁଟେରାଙ୍କୁ ବାନ୍ଧିଲା ରାଉରକେଲା ପୋଲିସ
- କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ରାଜନୀତି ସରଗରମ: ସିଏମ୍ସି ଘେରାଉ କଲା ଓଜେସି, ମେୟର ଓ ଗିରିବାଳାଙ୍କ ମଧ୍ୟରେ ବାକ୍ଯୁଦ୍ଧ
- ଫିଫା ବିଶ୍ୱକପ: କେପ ଭେର୍ଡେ ଟିମର ଅଧିନାୟକଙ୍କ ଉପରେ ମାରାତ୍ମକ ଅଭିଯୋଗ
- Chinese PLA:ଅରୁଣାଚଳରେ ଚୀନ୍ ପିଏଲଏ ଅନୁପ୍ରବେଶ ଅଭିଯୋଗ ରିପୋର୍ଟ ଭୁଲ ଏବଂ ଭିତ୍ତିହୀନ: ଭାରତୀୟ ସେନା
- ଏଣିକି ଆକାଶମାର୍ଗରେ ଯୋଡ଼ି ହେବ ବରଗଡ଼ରୁ ଝାରସୁଗୁଡ଼ା! ରାଜ୍ୟ ସରକାରଙ୍କ ଟେବୁଲ୍ରେ ଏକ ବଡ଼ ପ୍ରସ୍ତାବ

Comments are closed.