ଭୁବନେଶ୍ୱର: ଅଶା ଅଶଙ୍କା ଓ ସମସ୍ତ କଳ୍ପନାର ଅନ୍ତ ଘଟିଛି । ବିଜେଡି ରାଜ୍ୟସଭା ଟିକେଟ ଉପରୁ ହଟିଛି ସସ୍ପେନ୍ସ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ମିଳିଛି ରାଜ୍ୟସଭା ଟିକେଟ । ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ଦିନ ଏହି ୪ଟି ଆସନ ପାଇଁ ଯେଉଁ ନିର୍ବାଚନ ହେବ ରାଜ୍ୟରୁ ଏହି ୪ଜଣ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ ।
ଅନ୍ୟପଟେ ରାଜ୍ୟସଭା ଯିବାକୁ ଅଶାୟୀ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କରିଛନ୍ତି । ତାଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ କରାଯାଇଛି । ଏଥିସହ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି ।
BREAKING NEWS
- ନିଯୁକ୍ତି ମେଳା: ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ହୀରାକୁଦ ଜଳଭଣ୍ଡାର ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲିଲା, ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
- ଉତ୍ତର ଓଡିଶାରେ ପୁଣି ବନ୍ୟାସ୍ଥିତି, ପାଣି ଘେରରେ ତଳିଆ ଅଞ୍ଚଳ
- ୧୦୦ ପୋଲିସ ଓ ୫୦୦ ଅତିଥିଙ୍କ ଗହଣରେ କାମ୍ବୋଡିଆ ପ୍ରେମିକାଙ୍କୁ ବାହା ହେଲେ ହରିୟାଣାର ଗ୍ୟାଙ୍ଗଷ୍ଟର
- Plane Crash: ନିଆଁ ପିଣ୍ଡୁଳା ପାଲଟିଲା ବିମାନ! ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜଳି ପାଉଁଶ ହୋଇଗଲେ ସମସ୍ତେ!
- Sprout chana chaat: ସକାଳ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍ସ-ଚଣା ଚାଟ୍, ଚଟପଟା ସ୍ୱାଦ ସହ ମିଳିବ ଭରପୂର ପ୍ରୋଟିନ୍…
- PM In Bhajan Clubbing: ଭଜନର ତାଳରେ ତାଳି, ହାତରେ ଡଫଲି; ଦିଲ୍ଲୀରେ ‘ଭଜନ କ୍ଲବିଂ’ରେ ଝୁମିଲେ ପିଏମ୍ ମୋଦି
- Middle East war: ୭ ଦିନରେ ହର୍ମୁଜ୍ ଖୋଲିବ ଇରାନ୍! ଆମେରିକା ଆଗରେ ରଖିଲା ପ୍ରସ୍ତାବ; ଟ୍ରମ୍ପ-ଜିନପିଙ୍ଗ୍ ଆଲୋଚନାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ
- Odisha Flood Fury: ଅବପାତ ନା ବାତ୍ୟା? ଲ୍ୟାଣ୍ଡଫଲ୍ର ୪୦ ଘଣ୍ଟା ପରେ ବି ଓଡ଼ିଶାରେ ତାଣ୍ଡବ, ୪୦୦ ମିମି ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା
- Jaishankar blasts Pak: ଚୋର ମୁହଁ ଟାଣ! ଆତଙ୍କବାଦକୁ ନେଇ ପ୍ରଶ୍ନ କଲା ପାକିସ୍ତାନ…ଏମିତି ଜବାବ ଦେଲେ ଜୟଶଙ୍କର ପୁରା ପାଟି ଚୁପ୍…

Comments are closed.