ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ପୂଜା ରାଣୀ(୭୫ କେଜି) ଓ ଯୁବ ତାରକା ବିକାଶ କ୍ରିଷ୍ଣା(୬୯ କେଜି) ଭାରତର ପ୍ରଥମ ବକ୍ସର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି। ଏସିଆନ କ୍ୱାଲିଫାୟର୍ସରେ ଏହି ଦୁଇ ଖେଳାଳି ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସିଧାସଳଖ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରାଣୀ ଥାଇଲ୍ୟାଣ୍ଡର ପୋରନ୍ନିପା ଚୁଟୀଙ୍କୁଙ୍କୁ ୫-୦ରେ ହରାଇଥିବା ବେଳେ ବିକାଶ ଜାପାନର ସେୱନରେଟସ୍ ଓକାଜାୱାଙ୍କୁ ପରାସ୍ତ କରିଛନ୍ତି। ଜୁଲାଇରୁ ଅଗଷ୍ଟ ଯାଏ ଖେଳା ଯିବାକୁ ଥିବା ଅଲିମ୍ପିକ୍ସରେ ରାଣୀ ପ୍ରଥମଥର ଭାଗ ନେବେ। ସେହିପରି ବିକାଶ ତୃତୀୟ ଥର ଅଲିମ୍ପିକ୍ସ ମେଡାଲ ପାଇଁ ଲଢ଼େଇ କରିବେ।
BREAKING NEWS
- ଶୀତ ଦିନେ ନିଅନ୍ତୁ ଏପରି ପିଲାଙ୍କ ଯତ୍ନ…
- କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ
- ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ରାଜନୀତି: ପ୍ରେସମିଟ କରି ଗର୍ଜିଲା ବିଜେଡି
- ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ
- ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍
- ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…
- ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ
- ୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
Comments are closed.