ବାଲେଶ୍ୱର: ହୋଲିରେ ବାଲେଶ୍ୱରେ ଅଘଟଣ । ଲୋକଙ୍କ ମାଡରେ ପୋଲିର ଛତ୍ରଭଙ୍ଗ । ଖନ୍ତପଡା ଥାନା ଅଧିନ ଗୋପାଳପୁର ଛକ ନିକଟ ମଦ ଦୋକାନ ପାଖରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ସଂଘର୍ଷର ସମାଧନ କରୁଥିବା ଜଣେ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେବାରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି ।
ଏହାକୁ ନେଇ ଉତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ୩ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ସେମନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ପୋଲିସ ଅଧିକାରୀଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…
- ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ
- ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?
- ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍
- ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ
- ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି
- ଟିପିଏନ୍ଓଡ଼ିଏଲ୍ର ‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ରାଜ୍ୟରେ ପ୍ରଥମ
- UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ
- Virushka in “Hanuman Ansh”: ଦର୍ଶକଙ୍କ ମନ କିଣୁଛି ‘ହନୁମାନ ଅଂଶ’, ଆସିବ ସିକ୍ବେଲ୍…ପାର୍ଟ-୨ରେ ହେବ ବିରାଟ-ଅନୁଷ୍କାଙ୍କ ଏଣ୍ଟ୍ରି?

Comments are closed.