ନୂଆଦିଲ୍ଲୀ: ପୁଣି ଟ୍ରାକ୍କୁ ଫେରିବ ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କ । ୩ ଦିନ ଭିତରେ ଉଠିବ କଟକଣା । ଏନେଇ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଜମାକାରୀଙ୍କ ଟଙ୍କା ଉଠାଇବା ଉପରେ ଆର୍ବିଆଇ ଯେଉଁ କଟକଣା ଲଗାଇଥିଲା ତାହା ହଟାଇ ଦିଆଯିବ ।
ସେପଟେ ୭ ଦିନ ଭିତରେ ନୂଆ ବୋର୍ଡ ଗଠନ ହେବ । ଏହି ବୋର୍ଡରେ ଏସ୍ବିଆଇର ୨ଜଣ ନିର୍ଦ୍ଦେଶକ ସଦସ୍ୟ ଭାବେ ରହିବେ । ବ୍ୟାଙ୍କ ପରିଚାଳନା ପାଇଁ ଯେଉଁ ବୋର୍ଡ ଗଠନ ହେବ ସେଥିରେ ଅଧ୍ୟକ୍ଷ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆର୍ବିଆଇ ନିଯୁକ୍ତ କରିବ ।
ସୂଚନାମୁତାବକ, ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ପରେ ବ୍ୟାଙ୍କର ବୋର୍ଡକୁ ଆର୍ବିଆଇ ଭାଙ୍ଗି ଦେଇଥିଲା । ଏହାପରେ ଏପ୍ରିଲ ୩ ଯାଏଁ ବ୍ୟାଙ୍କରୁ ଟଙ୍କା ଉଠାଇବା ନେଇ କଟକଣା ଲାଗୁ କରିଥିଲା ଅର୍ବିଆଇ ।
BREAKING NEWS
- ଶ୍ରୀରାମଙ୍କ ଜୀବନଦର୍ଶନ: ଆଜିର ଯୁବପିଢ଼ି ପାଇଁ ଜୀବନ ଜିଇଁବାର ଶ୍ରେଷ୍ଠ ମନ୍ତ୍ର
- ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା
- ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର !
- ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ
- Jag Vasant tanker arrives: ଇରାନରୁ ଆଶ୍ୱସ୍ତି ଆଣିଲା ଆଉ ଏକ ଜାହାଜ, ଗୁଜୁରାଟ ବନ୍ଦରରେ କଲା ପ୍ରବେଶ
- ଓଡ଼ିଶା ଆସୁଛନ୍ତି ସ୍ଥଳସେନା ମୁଖ୍ୟ
- ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ଗଣଶିକ୍ଷା ବିଭାଗ
- ଟ୍ରମ୍ପଙ୍କ ୧୦ ଦିନିଆ ଯୁଦ୍ଧବିରତି
- ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟରେ ଝଡବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
Comments are closed.