ମୁମ୍ବାଇ: କରୋନା ଭାଇରସର ପ୍ରଭାବର ସଚେତନତା ଓ ଭୟ ଯୋଗୁ ଅନେକ ଫିଲ୍ମର ଶୁଟିଂ ଘୁଂଚାଇ ଦିଆଯାଇଛି କିମ୍ବା ବାତିଲ କରି ଦିଆଯାଇଛି । ତେବେ କେତେକ ଫିଲ୍ମ ସେମାନଙ୍କ ଶୁଟିଂ ଜାରି ରଖିଛନ୍ତି । ଏହି ଫିଲ୍ମ ମଧ୍ୟରେ ଆଗରେ ରହିଛି ଅମୀର ଖାଁ ଅଭିନୀତ ଲାଲ ସିଂ ଚଡ୍ଡା ଓ ସଲମାନ ଖାଁଙ୍କ ରାଧେ । ନିର୍ଦ୍ଧାରିତ ତାରିଖରେ ଫିଲ୍ମ ରିଲିଜ କରିବା ଉଦେ୍ଧଶ୍ୟରେ ସେମାନେ ଶୁଟିଂ ବାତିଲ କରି ନାହାନ୍ତି ।
ସେହିପରି ବିଦ୍ୟା ବାଲାନଙ୍କ ଚର୍ଚ୍ଚିତ ଫିଲ୍ମ ଶେରନୀ ଏବଂ ଭୂମି ଫାଡେନକରଙ୍କ ଦୁର୍ଗାବତୀ ଫିଲ୍ମର ଶୁଟିଂ ମଧ୍ୟ ବନ୍ଦ ହୋଇ ନାହିଁ । ଜନ ଆବ୍ରାହମଙ୍କ ମୁମ୍ବାଇ ସାଗା ଫିଲ୍ମ ସେଟରେ ଡାକ୍ତରଙ୍କ ଉପସ୍ଥିତିରେ ଏହାର ଶୁଟିଂ ଚାଲିଛି ।
BREAKING NEWS
- ପୋଲିସ ଆଗରେ ଆତ୍ମସମର୍ପଣ କଲେ ୬ ମାଓବାଦୀ
- Shree Jagannatha Temple: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି; ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
- ଆଇପିଏଲ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ
- ୨୦୨୪ ତୁଳନାରେ ୨୦୨୫ ରେ ବଢ଼ିଛି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା…
- Iran’s Navy Chief: ଇସ୍ରାଏଲର ବଡ଼ ଦାବି:ହୋର୍ମୁଜ୍ ପ୍ରଣାଳୀ ବନ୍ଦ କରିଥିବା IRGC ନୌସେନା ମୁଖ୍ୟ ନିହତ
- ଓଡ଼ିଶା ପୌର ନିୟମାବଳୀରେ ସଂଶୋଧନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାବୃଦ୍ଧି
- Join BJD: ଗଜପତି ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି; ପଦ୍ମ ଛାଡି ଧରିଲେ ଶଙ୍ଖ
- ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ
- ଏପ୍ରିଲରେ ରିଲିଜ ହେବ ଓଡ଼ିଆ ଫିଲ୍ମ‘ବିନ୍ଦୁସାଗର’;ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିଲା ବିଶ୍ବ ପ୍ରିମିୟର
- Dhurandhar 2: ସିନେମାରେ ଅସଲି ବାହୁବଳୀ ‘ଧୁରନ୍ଧର ୨’, ଗୋଟିଏ ସପ୍ତାହରେ ଛାପିଲା ୧୦୦୦ କୋଟି
Comments are closed.