ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ । କରୋନା ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଟେଷ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସେହିପରି ପ୍ରତ୍ୟେକ ଆର୍ଟିଓ କେନ୍ଦ୍ରରେ ୫୦ରୁ ଅଧିକ ଲୋକେ ରହିପାରିବେ ନାହିଁ । ଏନେଇ ଆର୍ଟିଓକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେହିପରି ବସ୍ରେ ଭିଡକୁ ନଜରରେ ରଖି ସରକାର ବିଭିନ୍ନ ଘରୋଇ ବସ ମାଲିକ ସଂଘଙ୍କ ସହ ଆଲୋଚନା କରିଛନ୍ତି । ପ୍ରତି ଜିଲ୍ଲାରେ ବସ୍ଷ୍ଟାଣ୍ଡରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବସଷ୍ଟାଣ୍ଡରେ ପ୍ରତ୍ୟେକଙ୍କୁ ମାସ୍କ ଯୋଗଇଦେବାକୁ କୁହାଯାଇଛି ।
BREAKING NEWS
- ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ;ଛତିଶଗଡ଼ ରାସ୍ତାରେ ମାରିଲେ ଚମ୍ପଟ
- ୧୦୦ ଦିନର ନୀରବ ପଦଯାତ୍ରା: ପୁରୀ ବାସିନ୍ଦାଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ…
- ଡକାୟତି ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ; ୬ ଅଭିଯୁକ୍ତ ଗିରଫ
- ସଞ୍ଜୁଙ୍କୁ ନେଇ ଟିମ ମ୍ୟାନେଜମେଂଟ, ଚୟନ କମିଟି ମଧ୍ୟରେ ମତଭେଦ
- ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କୁ ସମ୍ଭୋଧନ କଲେ ମୋଦି; ଗ୍ରୋ ମୋର୍, ଆଚିଭ ମୋର୍ ରୁ ଗଗନଯାନ ପର୍ଯ୍ୟନ୍ତ କହିଲେ ଏପରି କଥା…
- Kathajodi River:କାଠଯୋଡ଼ି ପଠାରେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଠାବ
- ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ଏହି ଐତିହାସିକ ଚୁକ୍ତି…
- ଜୁନିୟର ପୁରୁଷ ହକି: ଭାରତୀୟ ଦଳରେ ଓଏନ୍ଟିଏଚ୍ଏଚ୍ପିସିର ୭ ଜଣ କ୍ୟାଡେଟ୍
- India & Australia Sign Uranium Pact:ଅଷ୍ଟ୍ରେଲିଆ ଭାରତକୁ ଯୋଗାଇବ ୟୁରାନିୟମ;ଭାରତ ପାଇଁ ଅଷ୍ଟ୍ରେଲିଆ ସହିତ ୟୁରାନିୟମ ଚୁକ୍ତି କେତେ ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ…
- ଆସନ୍ତୁ ଜାଣିବା ୨୦୦୦ କୋଟି ବଜେଟର ଫିଲ୍ମ କେବେ ହେବ ରିଲିଜ
Comments are closed.