ୟୁନାନ: ଚୀନର ୟୁନାନ ଅଂଚଳରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ୧୪ ହାତୀର ଏକ ଦଳ ସହର ମଧ୍ୟରେ ପ୍ରବେଶ କରିଥିଲେ । ଖାଦ୍ୟ ସନ୍ଧାନରେ ସେମାନେ ଏକ ମଦ ଦୋକାନ ମଧ୍ୟରେ ପଶି ଯାଇଥିଲେ । ସେଠାରେ ଉତ୍ପାତ କରିବା ସହ ୩୦ ଲିଟର ମଦ ପିଇଥିଲେ । ଏହା ପରେ ଗୋଟିଏ ଯୋଡା ହାତୀ ନିଶାସକ୍ତ ଅବସ୍ଥାରେ ଢ଼ଳି ଢ଼ଳି ଚାଲିବା ସହ ପରସ୍ପର ସହ ମଜା କରୁଥିବା ଦେଖିବାକୁ ମିଳିଥିଲା । ଶେଷରେ ନିଶା ଜୋର ଧରିବାରୁ କିଛି ବାଟ ଯିବା ପରେ ସେମାନେ ଶୋଇ ପଡିଥିଲେ ।
ଏହି ଘଟଣା ସିସିଟିଭିରେ କୈଦ ହୋଇଯିବା ପରେ ଏହାକୁ ଜଣେ କିଏ ସୋସିଆଲ ନେଟୱର୍କିଂ ସାଇଟରେ ଛାଡି ଦେଇଥିଲା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
BREAKING NEWS
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
Comments are closed.