ପୁରୀ: କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ସଚେତନ କରାଉଛନ୍ତି ସମସ୍ତ ଜିଲ୍ଲା ପ୍ରଶାସନ। ସାମାଜିକ ଦୂରତା ବଜାଇ ରଖାଯିବା ନେଇ ଅନେକ ସ୍ଥାନରେ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଯେପରି ଗୁରୁବାର ସକାଳୁ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ର ହାଟକୁ ସ୍ଥାନାନ୍ତରିତ କରାଯାଇଛି ।
ଖାଲି ରାଜଧାନୀ ଭୁବନେଶ୍ବର ନୁହେଁ ଅନ୍ୟ ଜିଲ୍ଲା ପ୍ରଶାସନ ମଧ୍ୟ ଏ ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ।
ତେବେ ଏହି ସବୁ ମଧ୍ୟରେ ସାମାଜିକ ଦୂରତ୍ୱକୁ ନେଇ ପୁରୀ ଜିଲ୍ଲାରୁ ଆସିଛି ଏକ ସୁନ୍ଦର ଦୃଶ୍ୟ ।
The #Badsankha vegetable market has a legacy, history and culture. It’s a not only a market place but has also a holy and religious significance. #PuriPolice trying to make it #safe also. @odisha_police @DGPOdisha pic.twitter.com/s3El1iGABe
— Superintendent of Police Puri (@SPPuri1) March 26, 2020
ପୁରୀ ପୋଲିସ ଏହି ଚିତ୍ରକୁ ନିଜ ଟ୍ୱିଟର ପେଜରେ ସେୟାର ମଧ୍ୟ କରିଛି ।ତେବେ ଏହି ଚିତ୍ର ଦେଖିବା ପରେ ପୁରୀର୍ଅନ୍ୟ ସବୁସ୍ଥାନରେ ଏପରି ବ୍ୟବସ୍ଥା କରାଯିବା ନେଇ କୁହାଯାଇଛି ।
Comments are closed.