Latest Odisha News

BREAKING NEWS

ଲକ୍ ଡାଉନ୍ ନିୟମ ଭାଙ୍ଗି ବନ୍ଧା ହେଲେ ୨୨ ଦୋକାନୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ୨୧ ଦିନ ପାଇଁ ଲକ୍ ଡାଇନ୍ ଘୋଷଣା କରାଯାଇଛି । ତେବେ ରାଜ୍ୟରେ ଲକ୍ ଡାଉନ୍ ନିୟମକୁ ଅନେକ ଲୋକେ ମାନୁ ନାହାନ୍ତି । ଏହାକୁ ବେଖାତିର କରୁଛନ୍ତି ।
ରାଜ୍ୟରେ ଲକ ଡାଉନ ଆଇନ୍ ଉଲ୍ଲଂଘନକାରୀଙ୍କ ସଂଖ୍ୟା ଦିନକୁ ବଢ଼ିବାରେ ଲାଗିଛି । ଲକ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୨ ଦୋକାନୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୋକାନୀଙ୍କ ମଧ୍ୟରେ ଭଦ୍ରକର ୧୬ ଜଣ ଓ ମାଲକାନଗିରିର ୬ ଜଣ ଅଛନ୍ତି । ତାଲା ବନ୍ଦ ସତ୍ତ୍ୱେ ଦୋକାନ ଖୋଲି ଭିଡ ଜମାଉଥିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.