Latest Odisha News

କରୋନା ନେଲା ଏହି ଲୋକପ୍ରିୟ ଅଭିନେତାଙ୍କ ଜୀବନ

ସିଡ଼ନୀ: କରୋନାରେ କବଳିତ ସାରା ବିଶ୍ୱ । ଜଣେ ଲୋକପ୍ରିୟ ଅଭିନେତାଙ୍କ ପ୍ରାଣ ନେଇଛି କରୋନା । ହଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ‘ଷ୍ଟାର ୱାର୍ସ’ର ‘ ଅଭିନେତା ଆଣ୍ଡ୍ର୍ୟୁ ଜ୍ୟାକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

୭୬ ବର୍ଷୀୟ ଆଣ୍ଡ୍ର୍ୟୁ ଜ୍ୟାକ କରୋନା ମହାମାରୀର ଶିକାର ହୋଇଥିଲେ ।

ଆଣ୍ଡ୍ର୍ୟୁ ଜ୍ୟାକଙ୍କ ଏଜେଣ୍ଟ ଜିଲ ମ୍ୟାକ୍‌କଲୋଙ୍କ ପକ୍ଷରୁ ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.