ଭୁବନେଶ୍ୱର: ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବିଶୋଧନ ପ୍ରକ୍ରିୟା । ଆଜି ସକାଳୁ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ କଳ୍ପନା ଛକ ନିକଟ ରବି ଟକିଜ ଅଂଚଳରେ ସାନିଟାଇଜେସନ କାମ ଆରମ୍ଭ କରିଛି । ପୁରା ଅଂଚଳକୁ ଜୀବାଣୁ ମୁକ୍ତ କରିବାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରିତ ପାଣି ସିଂଚନ କରାଯାଇଛି । ରାସ୍ତାଘାଟରେ ରସାୟନିକ ପାଣି ପକାଇ ସଫା କରାଯାଇଛି । ଦୋକାନ ବଜାର ଉପରେ ବି ପାଣି ସିଂଚନ କରାଯାଇଛି । ଏହି ଅଂଚଳର ସାହି ଗଳିକୁ ବି ବିଶୋଧନ କରାଯାଇଛି ।
ବିଏମସି ପକ୍ଷରୁ ନିର୍ଦେଶ ମିଳିବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ଅଗ୍ନିଶମ ଡିଜିଙ୍କ ସୂଚନା ଅନୁସାରେ ଆଜି ରବି ଟକିଜ ଛକ ଠାରୁ ରସୁଲଗଡ ଯାଏଁ ରାସ୍ତାକୁ ବିଶୋଧନ କରାଯିବ ।
BREAKING NEWS
- ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
- ନାଇଜର ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ
- WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…
- Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…
- ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…
- ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
- ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ୫ ଶିଶୁ ଗୁରୁତର
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ
- କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ

Comments are closed.