ବାଲେଶ୍ଵର: ବାଲେଶ୍ଵରରେ କରୋନା ପଜିଟିଭ ବାହାରିଥିବା ୨ ଜଣଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ବାଳିକା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି।
ସେ ନୀଳଗିରି ବ୍ଲକର ବ୍ରହ୍ମପୁର ଗାଁର ବାସିନ୍ଦା ଅଟନ୍ତି।
ଅନ୍ୟ ଜଣେ ରୋଗୀଙ୍କୁ ୩୨ ବର୍ଷ ବୟସ୍କ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଚିହ୍ନଟ କରିଛି।
Comments are closed.