ନୂଆଦିଲ୍ଲୀ: ଗୋଆ ଓ ମଣିପୁରରୁ ଆସିଲା ଖୁସି ଖବର । ଏହି ୨ ରାଜ୍ୟକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି । ଗୋଆରେ ୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡିଛି।
ରବିବାର ଶେଷ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଗୋଆକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରିଛନ୍ତି।
ସେହିପରି ମଣିପୁରରେ କରୋନାରେ ଆକ୍ରାନ୍ତ ଥିବା ୨ ଜଣ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯିବା ପରେ, ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ମଣିପୁରକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରିଛନ୍ତି।
BREAKING NEWS
- ISI backed Terror module: ISI ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ; ୪ଗ୍ରେନେଡ ସହ ଜଣେ ଗିରଫ
- ରାଜ୍ୟର ବ୍ଲୁ-ଇକୋନୋମିରେ ଉନ୍ନତି ଏବଂ ଜଳବାୟୁରେ ସନ୍ତୁଳନ ପାଇଁ MoU ସ୍ବାକ୍ଷର…
- TCSରେ ହେଉଥିଲା କି ଧର୍ମାନ୍ତରୀକରଣ?
- Severe Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ
- ବେଆଇନ ସିଲିଣ୍ଡର ଠୁଳ ଅଭିଯୋଗ, ୪୯୯୨ ସିଲିଣ୍ଡର ଜବତ
- Bhitarkanika National Park: ଆସନ୍ତା ମେ’ପହିଲାରୁ ଭିତରକନିକା ବନ୍ଦ
- PM Modi On Women Quota Bill: “ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ ଏହି ଗୋଟିଏ ବିଲ୍, ବିରୋଧୀ ପସ୍ତାଇବେ”, ମହିଳା ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ…
- 8th Pay Commission: ବେସିକ୍ ପେ ୧୮ ନୁହେଁ, ମିଳିବ ୬୯ ହଜାର!
- ଦୁର୍ବଳ ଭାରତୀୟ ଅର୍ଥନୀତି, IMF ରାଙ୍କିଙ୍ଗରେ ଖସିଲା ଏହି ସ୍ଥାନକୁ..
- କିପରି ପାଇବେ Z ସିକ୍ୟୁରିଟି? ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ..
Comments are closed.