ରାୟପୁର: ଆନ୍ଧ୍ରପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସମାନ ଘଟଣା ଘଟିଛି । ରାୟଗଡ ଜିଲ୍ଲାର ଏକ ପେପର ମିଲ୍ରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ସୂଚନା ଅନୁସାରେ, ବିଷାକ୍ତ ଗ୍ୟାସ ଲିକ୍ ହେବା ସମୟରେ ମିଲର ଏକ ଟାଙ୍କି ସଫା କରୁଥିବାରୁ ୭ଜଣ କର୍ମଚାରୀ ଗ୍ୟାସର ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ରାୟଗଡ ପୁଲିସ ଅଧୀକ୍ଷକ କହିଛନ୍ତି। ଏହି ତିନି ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଜଧାନୀ ରାୟପୁରକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।
ରାୟଗଡ ଏସପି କହିଛନ୍ତି ଯେ, ପେପର ମିଲ ପରିଚାଳନା କମିଟି ପୁଲିସକୁ ସୂଚନା ଦେଇ ନାହିଁ ଜ୍ଝ ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଗ୍ୟାସ୍ ଲିକ ସମ୍ପର୍କରେ ସୂଚନା ମିଳିଥିବା ସେ କହିଛନ୍ତି ।
BREAKING NEWS
- ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶା ଦେଇ କରିଥିଲେ ଅଚେତ
- ବନକଲାଗି ନୀତି ପାଇଁ ୬ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
- ମେ ଚତୁର୍ଥ ସପ୍ତାହରେ ମାଟ୍ରିକ ରେଜଲ୍ଟ, ହ୍ୱାଟସ୍ଆପ୍ରେ ପରୀକ୍ଷାର୍ଥୀ ପାଇବେ ଫଳ
- ଆଜି କଳାହାଣ୍ଡି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
- କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ