ମିଳିଥିବା ସୂଚନାନୁଯାୟୀ, ସମୁଦ୍ରକୂଳ ରେଣୁକା ଗଳି ମହାଦେବ ଲେନରୁ ପଶ୍ଚିମବଙ୍ଗ ଫେରନ୍ତା ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ବୟସ ଯଥାକ୍ରମେ ୫୮ ଓ ୧୯ ବର୍ଷ ।
ଅଧିକ ପଢନ୍ତୁ- କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି
ଆକ୍ରାନ୍ତ ଦ୍ୱୟ ୫ ତାରିଖଦିନ କାର ଯୋଗେ ପଶ୍ଚିମବଙ୍ଗରୁ ପୁରୀ ଆସି ସମୁଦ୍ର କୂଳ ରେଣୁକା ଲେନର ଏକ ହୋଟେଲରେ ରହିଥିଲେ ।
Collector and DM Puri visited Temporary medical Camps( TMCs) to review the preparedness and facilities at various TMCs in the Puri Municipality area.
EO Municipality and City DSP along with other officers also joined.@CMO_Odisha @IPR_Odisha @HFWOdisha @HUDDeptOdisha pic.twitter.com/gA9JHDC3IK
— PuriOfficial (@Puri_Official) May 10, 2020
Comments are closed.