Latest Odisha News

BREAKING NEWS

ଯାଜପୁର ଷ୍ଟେସନରେ ରେଷ୍ଟସେଡକୁ ଧକ୍କା ଦେଲା ମାଲବାହୀ ଟ୍ରେନ

ଯାଜପୁର: ଯାଜପୁର ରେଳଷ୍ଟେସନର ୩ ନଂ ପ୍ଲାଟଫର୍ମରେ ଥିବା ଏକ ଯାତ୍ରୀ ବିଶ୍ରାମାଗାରକୁ ଶୁକ୍ରବାର ସକାଳେ ଏକ ମାଲବାହୀ ଟ୍ରେନ ଧକ୍ମା ଦେଇଛି ।

ଶୁକ୍ରବାର ସକାଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ପ୍ଲାଟଫର୍ମର ଏକ ରେଷ୍ଟସେଡ୍ ଉପରେ ପ୍ରଚଣ୍ଡ ଧକ୍କା ଦେଇଥିବାର ସୂଚନା ମିଳିଛି ।

ତେବେ ସୂଚନାନୁଯାୟୀ ଟ୍ରାକରୁ ବାହାରି ମାଲବାହୀ ଟ୍ରେନଟି ଯାତ୍ରୀ ବିଶ୍ରାମାଗାର ଉପରେ ଧକ୍କା ଦେବାରୁ ରେଷ୍ଟସେଡଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଏହି ଘଟଣାରେ କେହି ଆହତ ହେବାର କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.