ନୂଆଦିଲ୍ଲୀ: ମୋଦୀଙ୍କ ମେଗା ପ୍ୟାକେଜରେ ଉଠାଦୋକାନୀଙ୍କ ପାଇଁ ବଡ ଘୋଷଣା ହୋଇଛି ।ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ । ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ ।
ତେବେ ଲକଡାଉନ ପାଇଁ ପ୍ରଭାବିତ ହୋଇଥିବା ରାସ୍ତାକଡ ଦୋକାନୀମାନଙ୍କୁ ମାସେ ଭିତରେ ଏହି ଫାଇଦା ଯୋଗାଇ ଦିଆଯିବ । ମୋଟ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ଏଥିରେ ଲାଭବାନ ହେବେ ।
BREAKING NEWS
- ଭିଡ଼ ହିଂସାକୁ ସରକାରଙ୍କ ‘ନୋ ଟୋଲରେନ୍ସ’: ବାଲିଅନ୍ତା କେସ୍ ଏବେ କ୍ରାଇମବ୍ରାଞ୍ଚ ହାତରେ
- Mahanadi Water Dispute: ‘ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି’
- Dinanath Pathy Kala Samman: ଗଞ୍ଜପା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କୁ ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନ
- ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା; ଓଡ଼ିଶା ୫ଟି ବର୍ଗରେ ପାଇବ ପୁରସ୍କାର
- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେନ୍ଦୁ ଅଧିକାରୀଙ୍କୁ ମଞ୍ଚ ଉପରେ କ’ଣ ଉପହାର ଦେଲେ? ଯାହା ଦେଖି ଖୁସି ହୋଇଗଲେ ଜନତା…
- ସମ୍ଭାବ୍ୟ ଆତଙ୍କୀ ଆକ୍ରମଣ ସୂଚନା ମିଳିବା ପରେ ହାଇ ଆଲର୍ଟରେ ଦିଲ୍ଲୀ, ଅନେକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି…
- ରାଜଧାନୀରେ ଛାତିଥରା ଦୁର୍ଘଟଣା: ଓଭରବ୍ରିଜ୍ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍
- ୩୦ ବର୍ଷର ଲିଭ୍-ଇନ୍ ସମ୍ପର୍କ: ବୃଦ୍ଧାବସ୍ଥାରେ ସାଥୀଙ୍କୁ ବନ୍ଦୀ କଲେ ପରିବାର ଲୋକେ
- ଓଡ଼ିଶା ଉପକୂଳରେ ଭାରତର ବଡ଼ ସଫଳତା: MIRV ପ୍ରଯୁକ୍ତି ସହ ଅଗ୍ନି ମିସାଇଲ୍ର ସଫଳ ପରୀକ୍ଷଣ
- ରାସ୍ତାରେ ଝାଲମୁଢ଼ି ବିକିଲେ ମେଡିକାଲ କର୍ମଚାରୀ: ଚାକିରି ନିୟମିତ ଦାବିରେ ଭୁବନେଶ୍ୱରରେ ‘ଓସମା’ର ଅଭିନବ ପ୍ରତିବାଦ
Comments are closed.