Latest Odisha News

BREAKING NEWS

ଆତ୍ମନିର୍ଭର ଭାରତ: ସ୍ବାସ୍ଥ୍ୟ ସେବା ଲାଗି ଅର୍ଥମନ୍ତ୍ରୀଙ୍କ ୧୫,୦୦୦ କୋଟି ଟଙ୍କା ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦିନ ଆତ୍ମନିର୍ଭର ଭାରତ ରିଲିଫ ପ୍ୟାକେଜର ପଞ୍ଚମ କିସ୍ତି ଘୋଷଣା କରିଛନ୍ତି।  ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ସେ ପର୍ଯ୍ୟାୟକ୍ରମେ ଘୋଷଣା କରିଛନ୍ତି।

ଆଜିର ପଞ୍ଚମ ତଥା ଅନ୍ତିମ କିସ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟସେବା ଲାଗି ସହାୟତା ଭାବରେ ୧୫,୦୦୦ କୋଟି ଟଙ୍କା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫୦ ଲକ୍ଷ ଟଙ୍କା ବୀମା ରାଶି ମନ୍ତ୍ରୀ ଘୋଷଣା କରିଛନ୍ତି।

Comments are closed.