ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୯୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି।
28 cases in Bhadrak
( All in quarantine centres. 17 Surat, 8 WB, 2 Maharastra & 1 Hyderabad returnees)17 cases in Balasore
(16 in quarantine centres. 2 Surat, 3 WB, 10 Hyderabad & 1 Maharastra returnees and one local contact)— I & PR Department, Odisha (@IPR_Odisha) May 17, 2020
ଚିହ୍ନଟ ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୨୮, ବାଲେଶ୍ଵର(୧୭), ଗଞ୍ଜାମ (୧୫),କଟକ (୧୨), ପୁରୀ(୭), କେନ୍ଦୁଝର (୪), ଖୋର୍ଦ୍ଧା (୩), ବଲାଙ୍ଗୀର (୨), କେନ୍ଦ୍ରାପଡ଼ା (୧), ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Total Positive Cases till 9 am today: 828
Active Cases:627
New Cases: 9101 case in Kendrapara
( In quarantine centre, Surat returnee)15 cases in Ganjam
(14 in quarantine centres, all Surat returnees & 1 local contact)— I & PR Department, Odisha (@IPR_Odisha) May 17, 2020
ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୫ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ଆରୋଗ୍ୟ ଲାଭ କରିଛନ୍ତି।
Comments are closed.