ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧିନ ବୈତରଣୀ ନଦୀର ଲିଙ୍ଗେଶ୍ୱର ଘାଟି ନିକଟରେ ବୁଡି ଗଲା ୫ଟି ହାଇୱା ଗାଡି । ଏଥିସହ ଗୋଟିଏ ଲୋଡିଂ ମେସିନ୍ ମଧ୍ୟ ବୁଡି ଯାଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରଇଭର ଓ ହେଲ୍ପର ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଆଖୁଆପଦା ବାଲି ଖାଦାନ ରୁ ଏହି ହାଇୱା ଗୁଡିକ ବାଲି ନେଇଥାନ୍ତି । ନଦୀ ପଠା ଶୁଖିଲା ଥିବାରୁ ହାଇୱା ଗୁଡିକ ଖାଦାନ ଭିତରେ ରହିଥିଲେ । କିନ୍ତୁ ହଠାତ୍ ବୈତରଣୀ ନଦୀରେ ପାଣି ବଢ଼ିଯିବାରୁ ଗାଡି ଗୁଡିକ ବୁଡିଯାଇଛି । ସୌଭାଗ୍ୟବଶତଃ ଡ୍ରାଇଭର ମାନେ ଜୀବନ ବିକଳରେ ଗାଡି ଗୁଡିକ ଛାଡି ଦୌଡ଼ି ବାହାରି ଆସିଥିଲେ । ତେବେ କାହା ଅନୁମତିରେ ଏଠାରୁ ବାଲି ଉଠାଯାଉଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
BREAKING NEWS
- Salman gets emotional: ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ, ଆଖିରୁ ଝରିଲା ଲୁହ
- ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
- କୋଲକାତାରେ ଅମିତ ଶାହଙ୍କ ରଣହୁଁକାର: ୨୦୨୬ରେ ବେଙ୍ଗଲରେ ବିଜେପି ସରକାର
- Bus Accident: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୨ ଆହତ
- Priyanka Gandhi: ଶାଶୂ ହେବେ ପ୍ରିୟଙ୍କା, ବିବାହ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ
- ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ
- Attack on Vladimir Putin ଯୁଦ୍ଧ ବନ୍ଦ ହେବାର ଆଶା ଭାଙ୍ଗିଗଲା: ପୁଟିନଙ୍କ ଉପରେ ଆକ୍ରମଣ, ରାଗିଲେ ଟ୍ରମ୍ପ
- ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ
- ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍: ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ
- PM Modi condoles: ଖାଲିଦାଙ୍କ ବିୟୋଗରେ ମୋଦିଙ୍କ ଶୋକ, ସାକ୍ଷାତକାରକୁ ମନେ ପକାଇଲେ…
Comments are closed.