ଭୁବନେଶ୍ୱର: ଦୀର୍ଘ ଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ଆଜି ସକାଳ ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ୨୨ ତାରିଖ ଠାରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବା ନେଇ ସୂଚନା ମିଳିଛି।
ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍ ବୁକିଂ କରିବେ, ସେମାନଙ୍କ ଟେଷ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ କରିଥିବା ବ୍ୟକ୍ତିଙ୍କ ଚଳିତ ମାସ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ କରାଯିବ। କରୋନା ଗାଇଡ଼ଲାଇନ ନିୟ ପାଳନ କରିବାକୁ ନେଇ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗାଇଡ଼ଲାଇନ ଅନୁଯାଇ, କଣ୍ଟେନ୍ମେଣ୍ଟ୍ ଜୋନ୍ରୁ କେହି ଆବେଦନକାରୀ ଟେଷ୍ଟ୍ ପାଇଁ ଆସିଲେ ଏ ନେଇ ତୁରନ୍ତ ପୁଲିସ୍କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
BREAKING NEWS
- Trump, Putin and Xi: ଗୋଟିଏ ଟେବୁଲ୍ରେ ବିଶ୍ୱର ୩ ମହାରଥୀ, ଟ୍ରମ୍ପ-ପୁଟିନ୍-ଜିନପିଙ୍ଗଙ୍କ ବୈଠକ ଉପରେ କାହିଁକି ପୂରା ଦୁନିଆର ନଜର? କାହିଁକି ଚର୍ଚ୍ଚାରେ ୟାଲଟା ୨.୦?
- ଚାଉଳ ପାଇଁ ୩୦ କିଲୋମିଟର ଯାତ୍ରା, ନେଟୱାର୍କ ନଥିବାରୁ ଫିଙ୍ଗର ପ୍ରିଣ୍ଟ ପାଇଁ ପୁରା ଦିନ
- Cyclone Akvan: ଅକଭାନ୍ ପାଇଁ ଟ୍ରେନ୍ ଚଳାଚଳରେ ସମୟ ପରିବର୍ତ୍ତନ କଲା ପୂର୍ବତଟ ରେଳପଥ; ବିଳମ୍ବରେ ଚାଲିବ ଏକ୍ସପ୍ରେସ୍ ଓ ମେମୁ
- Odisha Assembly Adjourned: ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ହଙ୍ଗାମା, ଗଞ୍ଜାମ ବନ୍ୟା ଓ କୋଟିଆ ପ୍ରସଙ୍ଗରେ ଗୃହ ଅଚଳ; ୪ଟା ଯାଏଁ ମୁଲତବୀ ଘୋଷଣା…
- ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୪ ଅଧିକାରୀଙ୍କୁ ଦାୟିତ୍ୱ, ତୁରନ୍ତ କଲେକ୍ଟରେଟ୍ରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଜାରି
- ବାତ୍ୟା ‘ଅକ୍ୱାନ୍’: ଜଳ ସମ୍ପଦ ବିଭାଗର ରାତ୍ରିକାଳୀନ ପାଟ୍ରୋଲିଂ ଜୋରଦାର, ସମ୍ବେଦନଶୀଳ ନଦୀ ଅଞ୍ଚଳରେ ୨୪ ଘଣ୍ଟିଆ ନିରୀକ୍ଷଣ
- Cyclone Akvan: ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ଉତ୍ତର ଓଡ଼ିଶାରେ ସରକାରଙ୍କ ବଡ଼ ପ୍ରସ୍ତୁତି, ୩ ଜିଲ୍ଲାର ଦାୟିତ୍ୱରେ ବରିଷ୍ଠ IAS ଅଧିକାରୀ…
- ଦେବଝୋଲାକୁ ଦଇବ ସାହା ! ସାତ ଦଶନ୍ଧି ଧରି ମୌଳିକ ସୁବିଧା ସାତ ସପନ, ମାଓମୁକ୍ତ ହେଲା ପରେ ବି ବିକାଶ ଅପହଂଚ
- Cyclone Akvan: ବାତ୍ୟା ‘ଅକଭାନ୍’ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର; ୭ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ନିୟୋଜିତ କଲା ବିଜେଡି
- ଭାରତୀୟ ପର୍ଯ୍ୟଟକଙ୍କୁ ବଡ଼ ଝଟକା: ଜାନୁଆରୀ ୧, ୨୦୨୭ରୁ ମାଲେସିଆରେ ଶେଷ ହେବ ଭିସା-ମୁକ୍ତ ପ୍ରବେଶ
Comments are closed.